Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashalata Pandav

Others

1  

Ashalata Pandav

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
1.4K


ପ୍ରତୀକ୍ଷାର ଅନ୍ତରାଳେ

କେତେ କେତେ ହୁଏ ଯେ ପରୀକ୍ଷା

ହିସାବ ବା କିଏ ସେ ରଖିଛି ,,,

ହୃଦୟଟା ବୁକୁ ଚିରି କାନ୍ଦେ କେତେ ଘନଘଟା

ଜୀବନରେ କେବେ ଖେଳେ ପୁନେଇଁର ଜହ୍ନ

ହିସାବ ବା କିଏ ସେ ଖୋଜିଛି,,,,,

ଆଶାଲତା ପାଣ୍ଡବ


Rate this content
Log in