ଅଙ୍କା ବଙ୍କା - 131
ଅଙ୍କା ବଙ୍କା - 131
1 min
7.0K
କଲମରେ ସିନା କାଳି ଶୋଭା ପାଏ
କଳଙ୍କ ବୋଳିବ ନାହିଁ
ପଙ୍କ ମଧ୍ୟେ ଥାଇ ପଙ୍କଜ ଫୁଟିଲେ
ଜଗତ ଦେଖିବ ରହି
ପ୍ରମୋଦ କୁମାର ଜେନା©