Audio

Forum

Read

Contests

Language


Write

Sign in
Wohoo!,
Dear user,
କବିତା ଗଳ୍ପ ଓ ଉପନ୍ୟାସ
କବିତା ଗଳ୍ପ ଓ ଉପନ୍ୟାସ
★★★★★

© Susil Pani

Inspirational

1 Minutes   6.4K    2


Content Ranking

କବିର କଳ୍ପନା ମନର ଭାବନା ।

ଯଦି ହୋଇଯାଏ ଏକ ।।

କବିତାର ଗୃଛ ଲାଗଇ ମଧୁର ।

କବିତାଟି ଲାଗେ ମନମୃଦ୍ଧ ।। (୧)

ଗଳ୍ପର ସାରାଂସ ମନକୁ ଛୁଇଁଲେ ।

ଗଳ୍ପର ମାନ ଯେ ବଢେ ।।

ଗହିରା ନଈରେ ଡଙ୍ଗା ନାଉଁଥିଲେ ।

ଭଉଁରିର ଭୟ ଚଢେ ।। (୨)

ଉପନ୍ୟାସ କଥା କଅଣ କହିବା ।

ପଢୁଥିଲେ ନସରିବା ଯାଏଁ ଲାଗେ ସଙ୍କା ।।

ପତ୍ୟେକ ପରିଛଦରେ ଲାଗେ ନୂଆ ସଂଭାବନା ।

ପଢିବାରେ ନିତି ଲାଗୁଥାଏ ରଙ୍କା ।। (୩)

@ସୁଶିଲ୍ ପାଣି ,ପୁରୀ 

କବିତା ଗଳ୍ପ ଉପନ୍ୟାସ

Rate the content


Originality
Flow
Language
Cover design

Comments

Post


Some text some message..