Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

2  

Susil Pani

Inspirational

କବିତା ଗଳ୍ପ ଓ ଉପନ୍ୟାସ

କବିତା ଗଳ୍ପ ଓ ଉପନ୍ୟାସ

1 min
6.7K


କବିର କଳ୍ପନା ମନର ଭାବନା ।

ଯଦି ହୋଇଯାଏ ଏକ ।।

କବିତାର ଗୃଛ ଲାଗଇ ମଧୁର ।

କବିତାଟି ଲାଗେ ମନମୃଦ୍ଧ ।। (୧)

ଗଳ୍ପର ସାରାଂସ ମନକୁ ଛୁଇଁଲେ ।

ଗଳ୍ପର ମାନ ଯେ ବଢେ ।।

ଗହିରା ନଈରେ ଡଙ୍ଗା ନାଉଁଥିଲେ ।

ଭଉଁରିର ଭୟ ଚଢେ ।। (୨)

ଉପନ୍ୟାସ କଥା କଅଣ କହିବା ।

ପଢୁଥିଲେ ନସରିବା ଯାଏଁ ଲାଗେ ସଙ୍କା ।।

ପତ୍ୟେକ ପରିଛଦରେ ଲାଗେ ନୂଆ ସଂଭାବନା ।

ପଢିବାରେ ନିତି ଲାଗୁଥାଏ ରଙ୍କା ।। (୩)

@ସୁଶିଲ୍ ପାଣି ,ପୁରୀ 


Rate this content
Log in

Similar oriya poem from Inspirational