Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Others

3  

Sagar Pradhan

Others

କୃଷ୍ଣଚୁଡ଼ା

କୃଷ୍ଣଚୁଡ଼ା

1 min
7.2K


କୃଷ୍ଣଚୂଡା କେଡେ ଆନମନା ହୋଇ

ରହିଛି ଆକାଶେ ଚାହିଁ

ଅମାନିଆ ତାର ପ୍ରେମିକ ଭ୍ରମର

ଦେବ ଆସି ଓଠେ ଛୁଇଁ।

ବାସ ହୀନ ତନୁ ଅଙ୍ଗରେ ଲାଗିବ

ପ୍ରେମ ପୀରତିର ବାସ

ଦୁଃଖଦ ଜୀବନେ ଉନ୍ମାଦ ଭରିବ

ଜୀବନ ହେବ ସରସ।

ଅନେକ ଦିନର ପ୍ରତୀକ୍ଷା ର ବୋଧେ

ହୋଇଯିବ ଆଜି ଅନ୍ତ

ନିଜର ରଙ୍ଗ କୁ ଦେବ ପ୍ରତିଦାନ

ଫେରି ଆସିବ ବସନ୍ତ।

ମିଳନ ରେ ଯେଉଁ ଆନନ୍ଦ ରହିଛି

ଅନ୍ୟ କେଉଁଠାରେ ନାହିଁ

ସେଥି ପାଇଁ ମନ ଝୁରଇ ସାଥିକୁ

ପରସ ପାଇବା ପାଇଁ।

ସାଗର ପ୍ରଧାନ, ଗଂଜାମ


Rate this content
Log in