Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Others

3  

Sasmita Acharya

Others

ଅବ୍ଯକ୍ତ ମହିମା

ଅବ୍ଯକ୍ତ ମହିମା

1 min
6.8K


ଯେତେ ବର୍ଣ୍ଣିଲେ ମାଆ

ତୋର ରୂପ ଗୁଣ କାନ୍ତି

ଅଟୁ ତୁ ଅବର୍ଣ୍ଣା ଅସୀମା……

ଚିର ଯୌବନା ଶକ୍ତି ସଂପନ୍ନା

ସଂପୂର୍ଣ୍ଣା ଅଗ୍ନିସମା

ଅସୀମ ଶୋଭା ସୁଷମା……||

କୃପାମୟୀ କୃପାନ୍ବିତା

ସ୍ନେହମୟୀ କୃପା କାରିଣୀ

ମାତା ଅନନ୍ଯ ଅନୁପମା……

ଜନ୍ମେ ଜନ୍ମେ ଗାଉଥିବି

ହେ ଜନନୀ

ତୋର ଅବ୍ଯକ୍ତ ମହିମା……||


Rate this content
Log in