Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବ୍ଯକ୍ତ ମହିମା
ଅବ୍ଯକ୍ତ ମହିମା
★★★★★

© Sasmita Acharya

Others

1 Minutes   6.8K    9


Content Ranking

ଯେତେ ବର୍ଣ୍ଣିଲେ ମାଆ

ତୋର ରୂପ ଗୁଣ କାନ୍ତି

ଅଟୁ ତୁ ଅବର୍ଣ୍ଣା ଅସୀମା……

ଚିର ଯୌବନା ଶକ୍ତି ସଂପନ୍ନା

ସଂପୂର୍ଣ୍ଣା ଅଗ୍ନିସମା

ଅସୀମ ଶୋଭା ସୁଷମା……||

କୃପାମୟୀ କୃପାନ୍ବିତା

ସ୍ନେହମୟୀ କୃପା କାରିଣୀ

ମାତା ଅନନ୍ଯ ଅନୁପମା……

ଜନ୍ମେ ଜନ୍ମେ ଗାଉଥିବି

ହେ ଜନନୀ

ତୋର ଅବ୍ଯକ୍ତ ମହିମା……||

ମାଆ କୃପାମୟୀ ମହିମା

Rate the content


Originality
Flow
Language
Cover design

Comments

Post

Some text some message..