ସ୍ୱାର୍ଥ
ସ୍ୱାର୍ଥ
1 min
1.2K
ସ୍ୱାର୍ଥ ଥିଲେ ଯଦି ଚାଲିପାରେ ନାହିଁ
ଜାତି ନନ୍ଦିଘୋଷ ରଥ
ତେବେ କି କାରଣେ ସ୍ୱାର୍ଥ ବିନା ଆଜି
ଦିଶେ ନାହିଁ କିଛି ପଥ?
ସ୍ୱାର୍ଥ ଯଦି ଆଜି ଭଲପାଇବାରେ
ସାଜିଛି ମୂଳ ଆଧାର
ବାସ୍ତବ ପ୍ରେମକୁ କିଏ ବା ବୁଝିବ
ତୁମେ ହିଁ କର ବିଚାର
ଚିତ୍ତ ରଞ୍ଜନ ଲେଙ୍କା (କଟକ)