Audio

Forum

Read

Contests

Language


Write

Sign in
Wohoo!,
Dear user,
ଏ କେମିତିକା ଦଣ୍ଡ
ଏ କେମିତିକା ଦଣ୍ଡ
★★★★★

© Disambar Meher

Inspirational Others

1 Minutes   6.9K    7


Content Ranking

କାହିଁକି ହୁଏ ମୋ ସାଥିରେ

ଏମିତିକା ଘୂର୍ଣ୍ଣିଝଡ

ପ୍ରତି ମୁହୂର୍ତ୍ତ ପାଏ ଯନ୍ତ୍ରଣା

ଭାଙ୍ଗିଯାଏ ପଞ୍ଜରା ହାଡ ।

କେଉଁ ଦୋଷର

ସହିବାକୁ ପଡୁଛି ଏ ଦଣ୍ଡ

ସବୁ ଦୁଃଖ ସହିସହି

ହୃଦୟ ହେଲାଣି ପଥର ଖଣ୍ଡ ।

ରହିଛି ଜୀବନ

କାୟା କଙ୍କାଳ ସାଦୃଶ୍ୟ

ଅନ୍ତର ବାହୁନି କାନ୍ଦୁଛି

ଉପରେ ଦେଖାଇ ଓଠ ହାସ୍ୟ ।

ଏ କେମିତିକା ଦଣ୍ଡ

ଏ କେମିତିକା ଦଣ୍ଡ ।

ଡିସେମ୍ବର ମେହେର

ଗଣ୍ଡାବାହାଲି ନୂଆପଡା

କାହିଁକି ସାଥିରେ ଘୂର୍ଣ୍ଣିଝଡ

Rate the content


Originality
Flow
Language
Cover design

Comments

Post


Some text some message..