Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Disambar Meher

Inspirational Others

2  

Disambar Meher

Inspirational Others

ଏ କେମିତିକା ଦଣ୍ଡ

ଏ କେମିତିକା ଦଣ୍ଡ

1 min
7.0K


କାହିଁକି ହୁଏ ମୋ ସାଥିରେ

ଏମିତିକା ଘୂର୍ଣ୍ଣିଝଡ

ପ୍ରତି ମୁହୂର୍ତ୍ତ ପାଏ ଯନ୍ତ୍ରଣା

ଭାଙ୍ଗିଯାଏ ପଞ୍ଜରା ହାଡ ।

କେଉଁ ଦୋଷର

ସହିବାକୁ ପଡୁଛି ଏ ଦଣ୍ଡ

ସବୁ ଦୁଃଖ ସହିସହି

ହୃଦୟ ହେଲାଣି ପଥର ଖଣ୍ଡ ।

ରହିଛି ଜୀବନ

କାୟା କଙ୍କାଳ ସାଦୃଶ୍ୟ

ଅନ୍ତର ବାହୁନି କାନ୍ଦୁଛି

ଉପରେ ଦେଖାଇ ଓଠ ହାସ୍ୟ ।

ଏ କେମିତିକା ଦଣ୍ଡ

ଏ କେମିତିକା ଦଣ୍ଡ ।

ଡିସେମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


Rate this content
Log in