Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Saroj Kumar Sahu

Romance

2  

Saroj Kumar Sahu

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
7.1K


ଅବୁଝା ମନ, ଅଶାନ୍ତ ଆତ୍ମା
ହଜାରେ ପ୍ରଶ୍ନ ର ଲମ୍ବା ଚିଠା
ସଠିକ ଉତ୍ତର ଅନ୍ୱେଷଣରେ
ଘୁରିବୁଲେ ବ୍ଲେକହୋଲ ରୁ ଶୁନ୍ୟକୁ
ସଭିଏ ନିରୁତ୍ତର, 
ମୌନତା ମାହୋଲରେ
ହିଂସ୍ରୁକ ପ୍ରଶ୍ନ ସବୁ
କ୍ଷତାକ୍ତ କରିଚାଳନ୍ତି 
ମନ ମସ୍ତିଷ୍କ କୁ
ହୃଦୟ ରୁ ବହିଯାଏ 
ରକ୍ତ ର ବନ୍ୟା
ଆଖିରୁ ଝରେ ଶ୍ରାବଣ ଝଡି
ହେଇପାରେ ଇଏ ବି
ପ୍ରେମର ପରିଭାଷା


ସରୋଜ କୁମାର ସାହୁ
ଝାଡୁଆପଡା, ସମ୍ବଲପୁର


Rate this content
Log in