Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Thriller

5.0  

Reeta aparajeeta Mohanty

Thriller

ଅନ୍ତିମ ଠିକଣା

ଅନ୍ତିମ ଠିକଣା

1 min
351


ହସର ଠିକଣା ଖୋଜୁ ଖୋଜୁ

ସମୟ କେମିତି ସରିଗଲା ଜାଣିପାରିଲି ନାହିଁ ।

ମୁଁ ଜୀବନ - ମରଣର ଦୋଛକିରେ

ଆଜି ଛିଡା ହୋଇଛି

ସୁଖ ବଦଳରେ ଏବେ ଖାଲି

ଦୁଃଖର ସ୍ୟାହିରେ ଅନାବନା

କେତେଟା ଶବ୍ଦ ଲେଖା ସମସ୍ତଙ୍କୁ ଶେଷ

ଟା ଟା ବାଏ ବାଏ କରି ମୁଁ ବି ଫେରିଯିବି

ମୋ ଗନ୍ତ୍ୟବ ସ୍ତଳକୁ

ଯେଉଁଠି ମୋ ପରମ ପ୍ରିୟ ପ୍ରଭୁ ଅଛନ୍ତି ।


Rate this content
Log in

Similar oriya poem from Thriller