Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଯଦି
ଯଦି
★★★★★

© Sasmita Acharya

Inspirational Others

1 Minutes   6.8K    10


Content Ranking

ଛିଟକି ପଡିଥିବା ରକ୍ତ ବୁନ୍ଦା ମାନେ

ଯଦି କଥା କହି ପାରନ୍ତେ

ଖୁବ୍ ସହଜରେ ବୟାନ୍ କରି ଦିଅନ୍ତେ

ଯନ୍ତ୍ରଣା ଓ ମନସ୍ତାପରେ

ମୂକ ପାଲଟି ଯାଇଥିବା

ଏଇ ନିରୀହ ଶରୀରଟାର

କରୁଣ କାହାଣୀ ଓ

ଆତତାୟୀର ବିକଟ ଅଟହାସ୍ୟ

ଠିକ୍ ଗତ ରାତିର ଅନ୍ଧାର ବକ୍ଷରେ……||

ରକ୍ତ ବୁନ୍ଦା ଯନ୍ତ୍ରଣା

Rate the content


Originality
Flow
Language
Cover design

Comments

Post

Some text some message..