Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3  

Dipti lekha Mishra

Others

ସବୁ ଧର୍ମ ଭାରତେ

ସବୁ ଧର୍ମ ଭାରତେ

1 min
478


ଭାରତ ଭଳି ଦେଶ ନାହିଁ ଅନ୍ୟତ୍ର

ଫରଫର ଉଡଇ ତ୍ରିରଙ୍ଗା ଯାର

ସବୁ ଧର୍ମ ,ଜାତି ,ବର୍ଣ୍ଣ ଏକ କରି

କୋଳେ ଧରଛି ତାକୁ କୋଟି ଜୁହାର ॥

ହିନ୍ଦୁ,ମୁସଲମାନ,ଶିଖ୍,ଈଶାଇ

ବୌଦ୍ଧ,ଜୈନ ଙ୍କୁ ନ ମଣଇ ଅଲଗା

ପୁଣ୍ୟପବିତ୍ର ଭାରତ ମାଆ ଆମ

ବୁଝୁନାହୁଁ ତାକୁ ଆମେ ହତଭାଗା ॥

ସଭିଙ୍କ ଠାକୁର ଭିନ୍ନ ଭିନ୍ନ ହେଲେ

ଏକା ଅଟନ୍ତି ଆମ ପରମେଶ୍ବର

ଭିନ୍ନ ଭିନ୍ନ ଚିହ୍ନ ଯେ ସବୁ ଧର୍ମର 

ହେଲେ ଆମ ରକତ ଏକ ରଙ୍ଗର ॥

ନାହିଁ ଧନୀଗରିବର ବିଚାର 

ସର୍ବେ ଏକ ମାଟିରେ ଏକ ମାଆର

ସନ୍ତାନ ବୋଲି ଗର୍ବ ଅଟେ ଆମର ॥



Rate this content
Log in