ପ୍ରିୟତମ
ପ୍ରିୟତମ
1 min
6.5K
ଦୂର ଆକାଶର ଜହ୍ନ ଟିଏ
ସାଥି ପ୍ରୀତିଛୁଆଁର ଅପେକ୍ଷାରେ
ରାତି ପରେ ସାଥୀ ଗଲାଣି ବିତି
ମୁଁ ଦିଗ ହରା ପ୍ରେମିକ ଚଢେଇ
ରାତ୍ରିର ଅନ୍ଧକାର ଆସେ ଯେବେ ମାଡ଼ି
ତୁମ ଭାବନାରେ ବୁଡ଼ି ଯାଏଁ ମୁହିଁ
ଆଖି ପଲକରେ ଶାହିତା ସପ୍ନ
ସତକରିବା ପାଇଁ ଗଣୁଥାଏ ଦିନ
ଯେବେ ହବ ମୋର ସପ୍ନ ସତ୍ୟ
ଅଜାଡି ଦେବି ଅସୁମାରୀ ପ୍ରେମ
ଗୋଟିଏ ଦିନ ପାଇଁ ନୁହେଁ ସାଥି
ସାରା ଜୀବନ ପାଇଁ ତୁମେ ମୋରଟି
ଜଗତେ ଅଛି ଯେତେ ଖୁସି ଆନନ୍ଦ
ତୁମ ଛଡ଼ା ଲାଗେ ମତେ ମୂଲ୍ୟହିନ
ପ୍ରିୟତମ ମୋର ହୃଦୟରେ ତୋଳିଛି ନଅର
କେବେ ଆସିବ ସାଜି ସାଧବବୋହୂ ମୋହର.......
ପ୍ରମିଳା ସାହୁ