Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ପାଗଳର ପ୍ରଳାପ-୯

ପାଗଳର ପ୍ରଳାପ-୯

1 min
6.7K


ଚୌକି----------------!

ତୋ ମହିମା ଅପାର,

କ୍ଷମତାର ମାପ ଦଣ୍ଡ ,

ଜଣେ ଛାଡିବାର

ଖାଲି ବାକି

ଆଉ ଜଣେ କଟାରରେ

ତତ୍ପର ବସିବାକୁ

ପ୍ରକାର ଭେଦ

ତୁ ଯାହା ହ ପଛେ

ତୁ ଆଣି ଦେଉଥିବା

ପ୍ରତିପତ୍ତିର

ଆଜ୍ଞା ! ହୁଜୁର୍ ଅନେକ ,

ପ୍ରଥମ ଦ୍ଵିତୀୟ ଶ୍ରେଣୀ

ସରକାରୀ କର୍ମଚାରୀଙ୍କ

କଥା ନିଆରା

ତୃତୀୟ ଶ୍ରେଣୀ

ବିଚାରା ,

ପର ସାହି ଲାଙ୍ଗୁଡ଼ ଯକା

ପର ସାହି କୁକୁର,

ଭୁକିଲେ କହିବେ

ପାଗଳର ପ୍ରଳାପ ।

ରାମ ପ୍ରସାଦ ବିଶୋଇ,କାଶ୍ୟପ ।

ସକାଳ-୧୧ ଟା,ତା-୨୦-୦୫-୧୬,

ରାୟଗଡ଼ା-୯୪୩୭୨୩୪୪୭୩


Rate this content
Log in