ସ୍ନେହର ସ୍ପର୍ଶ
ସ୍ନେହର ସ୍ପର୍ଶ
ଯନ୍ତ୍ରଣା ବୟସ,
ସାତ ରଙ୍ଗ ଆକାଶ,
କେଉଁ ଏକ ଫଗୁଣ ଶେଷ,
ଅପରିଚିତ ଅସମୟରେ
ତୁମେ ଏକ, ପାଣି ଓହଳ ପାହାଡ଼ରେ
ନଭଶ୍ଚୁମ୍ୱୀ ଗଛ ପରେ
ସ୍ନେହ ସ୍ପର୍ଶ......
ଯନ୍ତ୍ରଣା ବୟସ,
ସାତ ରଙ୍ଗ ଆକାଶ,
କେଉଁ ଏକ ଫଗୁଣ ଶେଷ,
ଅପରିଚିତ ଅସମୟରେ
ତୁମେ ଏକ, ପାଣି ଓହଳ ପାହାଡ଼ରେ
ନଭଶ୍ଚୁମ୍ୱୀ ଗଛ ପରେ
ସ୍ନେହ ସ୍ପର୍ଶ......