Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Others

1.8  

Chittaranjan Lenka

Others

ଉପକାର

ଉପକାର

1 min
20.2K


ସମସ୍ତେ ଜାଣନ୍ତି      ସବୁ ଜୀବ ଠାରୁ

ଦୁର୍ଲଭ ଆମ ଜନମ

ତାର ମାନେ ନୁହେଁ   କିଏ କେତେ ସୁଖେ

କାଟୁଛି ଏଠାରେ ଦିନ

 

ସୁଖ ଖୋଜିବାକୁ       ସଭିଏଁ ଆତୁର

କରନ୍ତି ଯୋଜନା ମାନ

ପର ହିତ ଦେଖି      ସହି ନ ପାରିବା

ଏହା କି ମଣିଷ ଗୁଣ ?

 

ନିଜ କଥା ଯିଏ       ଖାଲି ଭାବୁଥାଏ

ଜୀବନଟା ତୁଛ ତାର

ଦୁର୍ଲଭ ହୋଇବ       ମଣିଷ ଜୀବନ

କଲେ ପର ଉପକାର

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in