Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଉପକାର
ଉପକାର
★★★★★

© Chittaranjan Lenka

Others

1 Minutes   20.1K    12


Content Ranking

ସମସ୍ତେ ଜାଣନ୍ତି      ସବୁ ଜୀବ ଠାରୁ

ଦୁର୍ଲଭ ଆମ ଜନମ

ତାର ମାନେ ନୁହେଁ   କିଏ କେତେ ସୁଖେ

କାଟୁଛି ଏଠାରେ ଦିନ

 

ସୁଖ ଖୋଜିବାକୁ       ସଭିଏଁ ଆତୁର

କରନ୍ତି ଯୋଜନା ମାନ

ପର ହିତ ଦେଖି      ସହି ନ ପାରିବା

ଏହା କି ମଣିଷ ଗୁଣ ?

 

ନିଜ କଥା ଯିଏ       ଖାଲି ଭାବୁଥାଏ

ଜୀବନଟା ତୁଛ ତାର

ଦୁର୍ଲଭ ହୋଇବ       ମଣିଷ ଜୀବନ

କଲେ ପର ଉପକାର

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)

ଦୁର୍ଲଭ ଉପକାର ମଣିଷ....

Rate the content


Originality
Flow
Language
Cover design

Comments

Post

Some text some message..