Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational Abstract

2  

Hrushikesh Satpathy

Inspirational Abstract

ସମ୍ପର୍କ

ସମ୍ପର୍କ

1 min
6.7K


ସମ୍ପର୍କ !

କଳିଠୁ କୋମଳ,ନାରୀ ଆଉ ତୂଳୀଠୁ ନରମ ।

ଅଳପ ଝଡ଼ରେ ଝଡିଯାଏ।

କିିିଛିଟା ବତାସ ଭାଙ୍ଗିଦିଏ।

ସମ୍ପର୍କ !

ଚଢେଇର ଡେଣା ଠାରୁ ଆହୁୁୁରି ପ୍ରଶସ୍ତ।

ସବୁବେଳେ ଉଡ଼ିବାକୁ ଚାହେଁ।

ମୁୁୁକ୍ତିକାମୀ,ସ୍ବାଧିନତା ଚାହେଁ।

ସମ୍ପର୍କ !

ଭାରୀ ସ୍ବାଭିିମାନୀ,

ଗଙ୍ଗଶିଉଳିର ମାନ,

ଅଳପରେ ଝରିଯାଏ।

ମୌଳିଯାଏ ତା ପାଖୁୁୁଡା,

ରଙ୍ଗ ଫିକା ପଡ଼ିଯାଏ।

ତଥାପି,

ସମ୍ପର୍କ ସୁନ୍ଦର !

ସମ୍ପର୍କ ବିନା ନାହିଁ ଯେ ସଂସାର ।


Rate this content
Log in

Similar oriya poem from Inspirational