Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprada Mohapatra

Inspirational Others

2  

Shaktiprada Mohapatra

Inspirational Others

ଜୀବନ

ଜୀବନ

1 min
6.9K


ଜୀବନ ଜୀଇଁବାରେ ନୁହେଁ,

ବାଣ୍ଟିବାରେ ଅଛି।

ଜିତିବାରେ ନାହିଁ,

ହାରିବାରେ ଅଛି ।

ଦୁଃଖ କରିବାକୁ ନୁହେଁ,

ଦୁଃଖ ସହିବାରେ ।

ସୁଖ ପାଇବାରେ ନୁହେଁ,

ସୁଖ ଦେବାରେ ଅଛି।

ଭୋଗ ପାଇଁ ନୁହେଁ,

ଭାବ ପାଇଁ ଅଛି।

ଜୀବନ...

ପଥର ପଥିକ ପାଇଁ ନୁହେଁ,

ପଥଟିଏ ହବାରେ ଅଛି ।

ବିଶ୍ଵାସ କରିବା ନୁହେଁ,

ବିଶ୍ଵାସୀଟିଏ ହବାରେ ଅଛି।

ଜୀବନ...

କେବଳ ଜନ୍ମରେ ନୁହେଁ,

ମୃତ୍ୟୁରେ ବି ଅଛି।

* * * *


Rate this content
Log in

Similar oriya poem from Inspirational