Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Abstract Inspirational

2  

Chittaranjan Lenka

Abstract Inspirational

ମୋ ବୋଉ

ମୋ ବୋଉ

1 min
1.1K


ବୋଉ ତୁ ଆସିଲେ ମନରେ ମୋହର

ନାଚେ ତୋ ହସିଲା ମୁହଁ

ଯେତେ ଦେଖୁଥାଏ ସେତେ କଷ୍ଟପାଏ

ଆଖିରେ ଆସେ ମୋ ଲୁହ

ତୁ ପରା ଲୋ ବୋଉ ମୋ କଷ୍ଟ ନ ସହୁ

ମୋତେ ଏତେ ଭଲ ପାଉ

ସତରେ କି ଆଜି ବୁଝିପାରୁନାହୁଁ

ମୋ ଆଖିରେ ନାଚିଯାଉ ???

ଚିତ୍ତରଞ୍ଜନ ଲେଙ୍କା,

କଟକ


Rate this content
Log in

Similar oriya poem from Abstract