Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

0  

Ram Prasad Bisoi

Others

ସଂଳାପ-୫୬:

ସଂଳାପ-୫୬:

1 min
138


ସଂଳାପ-୫୬:
#ଅଂଶ-ସାରାଂଶ***
 
ବନ୍ୟା ପରର ଚିର ଅବହେଳିତ 
ମାଟି,
ଚାରିଆଡେ ପଙ୍କ,କାଦୁଅ, ବାଲି,
କଣ୍ଟକିତ ଗୁଳ୍ମ,
ବିଛା,
ସାପଙ୍କ ଚର ଭୂମି,
ଆସିଲ ପୁଣି 
ତୁମେ,
ଅନେକ ବର୍ଷ ପରେ
ଶ୍ରାବଣ,
ଭୟ ମିଶ୍ରିତ ଆଶା ସହ
ବନ୍ୟା ,
ଧୋଇ ନେଇଗଲା 
ସବୁ ବାଲି ବକ୍ଷରୁ
ତୁମ ସହ
ଦେଖ 
ତୁମେ ଯିବା ପରେ
ଲତା ଓ ଘାସ ଫୁଲ
ଦୁହେଁ ହସୁଛନ୍ତି
ବୋଧେ
ବିପନ୍ନତା,ବିପର୍ଯ୍ୟସ୍ତ,
ଉତ୍ପାତ ,
ପୁନଃସବୁଜିମା ,
ପୁନଃ ସ୍ୱାଭାବିକ ଜୀବନ
ପୃକୃତିର 
ଅଂଶ-ସାରାଂଶ--------!
 
©®କାଶ୍ୟପ,ରାୟଗଡା ।


Rate this content
Log in