Audio

Forum

Read

Contests

Language


Write

Sign in
Wohoo!,
Dear user,
କବିତା
କବିତା
★★★★★

© Tapan Dixit

Fantasy

1 Minutes   6.4K    4


Content Ranking

ରାଧା ଧରିଛି କାଖରେ କଳସୀ 

ଜଗା ବାସୁଛି ତୁଳସୀ ତୁଳସୀ 

ଓଠେ ଜଗନ୍ନାଥୀ ହସ….. 

ରାଧାରାଣୀ ପାଇଁ ପ୍ରେମ ପାଗଳ ସେ 

ଧରିଛି କହ୍ନେଇଁ ବେଶ,

ମହୋଦଧି ତୀରେ ରାହାସ ଚାଲିଛି 

ଉଛୁଳେ ଯମୁନା ପାଣି 

ଏ କି ଲୀଳା ତୋର ..ଆହେ! ମହାବାହୁ 

ବେଳା ଏ ନପାରେ ଜାଣି .... ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ

ରାଧା କହ୍ନେଇଁ ଲୀଳା

Rate the content


Originality
Flow
Language
Cover design

Comments

Post


Some text some message..