Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Inspirational Others

3  

Minakshi Samal

Inspirational Others

ମା'ର ସ୍ନେହ

ମା'ର ସ୍ନେହ

1 min
366


ମା'ହାତୀ ଚାଲେ କାନ ହଲେଇ

ଶାବକଟିକୁ ବୋକ ଦେଇ ଦେଇ।


ପାଖେ ରଖି ଯତ୍ନେ ଆଗକୁ ବଢେ

ଚତୁର୍ଦ୍ଦିଗେ ମା'ର ନଜର ପଡେ।


ଆଖପାଖ ଗଛୁ କଅଁଳ ଡାଳ

ଭାଙ୍ଗିଆଣି ଦିଏ ଛୁଆକୁ ତା'ର।


ନଦୀର ଧାରରେ ଛୁଆକୁ ଶୋଇ

ସରୁବାଲି ଘସେ ଦେହରେ ନେଇ।


କଦଳୀ ଦି ଫେଣା ପାଇଛି ଆଜି

ପିଲା ପାଇଁ ତା'ର ରଖିଛି ହେଜି।


ପାଖରେ ବସାଇ ଦେଲା ଖୁଆଇ

ଚମକିଲା ସାମନାକୁ ଅନାଇ।


ଶିକାରୀ ଦୁଇଟି ଧରି ବନ୍ଧୁକ

ବାନ୍ଧି ନେବାପାଇଁ ଥିଲେ ଉଦ୍ୟତ।


ବିକଟାଳ ରଡି ମାଆ ଛାଡିଲା 

ପଶୁଙ୍କର ସୈନ୍ୟ ମାଡି ଆସିଲା।


ଘଉଡାଇ ଦେଲେ ଶିକାରୀ ଗଣେ

ନିର୍ଭୟେ ରହିଲେ ନିଜର ବଣେ।


ମିନାକ୍ଷୀ ସାମଲ



Rate this content
Log in

Similar oriya poem from Inspirational