ସାଇବାବା
ସାଇବାବା
1 min
199
ହେ ସାଇଁନାଥ ଦୟାର ଠାକୁର
ଦେଖ କରୁଣାକର
ସାଇଁ ତୁମ ନାମ ଅନନ୍ତ
କି ବର୍ଣ୍ଣନା କରିବି ମୁଁ ମୋ ମୁହଁରେ
ବାଣୀ ଆସୁନାହିଁ
ସତରେ ହେଲକି ନିଷ୍ଠୁର
ଶୁଣିଥିଲି ମୁଁ ଶିରିଡି ଧାମକୁ ବହୁତ
ଭକତ ଯାଆନ୍ତି ଧାଇଁ
ତମ ଶକ୍ତି ପିଠରେ କି ଶକ୍ତି ଅଛି
ତମ ସମାଧି ଏବେ ବି କଥା କହୁଛି
ସତେ ଯେମିତି ତମ ନିମ୍ବ ପତ୍ରରୁ
ମହୁଝରୁଛି
ସେ ଆଶା ନେଇ ମୁଁ ଯାଇଥିଲି ବୋମ୍ବାୟ ରୁ ଧାନେ
ଯାହା ମୁଁ ଦେଖିଲି ଚମତ୍କାର କି ଦେଖିଲି ମୋ ବେନି ନୟନେ
ମୁଁ କଣ ଶୁଣିଲି
ତମ ଆନନ୍ଦ ବଜାରରେ ପ୍ରସାଦ ପାଇ ନିଜକୁ ଧନ୍ଯ ମନେ କଲି ମୁହିଁ
ମୋ ମଙ୍ଗଳ ତୁମ ପାଖେ ରହି
ବଳରାମ ଡାକେ ମଣିମା ମଣିମା ମୋ ଡାକ ଶୁଣିବା ହେଉ
ବଳରାମ ତରାଇ
ଖୋର୍ଦ୍ଧା
୯୯୩୭୦୧୪୬୪୬