Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahu

Others

1.0  

sasmita sahu

Others

କାଗଜ

କାଗଜ

1 min
237


ତୋ ହୃଦୟ ବୁକୁରେ

ମୋ ପ୍ରେମରଙ୍ଗରେ

ସଜେଇ ଦିଏ

କଳ୍ପନା ଯେତେ ।

ବିବର୍ଣ୍ଣ ଧୂସର ସହରେ

ତୋ ସଫେଦ ଚାଦରେ

ରଚେ ଗୁପ୍ତ ଅଭିସାର ଯେତେ

ଅମର ଭିକ୍ଷାରେ

କାଠି କୁଟା ସଂଯୋଡି

ଘରଟେ ତୋଳି ବସେ।

ଆଉଟା ସ୍ମୃତି ଯେତେ

ସାଇତି ରଖି ଛାତିରେ

ଜୀବନ ମୋ ଇତି ମାଗେ।

କେହି ନୁହେଁ ମୁଁ ସ୍ୟାହି

ତୋ ବିନା

ମୋ ପରିଚୟ ବା କାହିଁ ?



Rate this content
Log in