Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Others

5.0  

Dharitri Mallick

Others

ପଥର ହୃଦୟ

ପଥର ହୃଦୟ

1 min
6.9K


ମୋ ଲୁହରେ ଭିଜି ଗଲା ନିର୍ଜୀବ ତକିଆ,

ହେଲେ ନ ଭିଜିପାରିଲା ଗୋଟିଏ ବି ହୃଦୟ,

ଥିଲେ ଯେଉଁମାନେ ମୋ ଆପଣାର...

ବଡ ବିଚିତ୍ର ଏ ହୃଦୟ...

ତୁଳା ଠାରୁ ନରମ ତ ବେଳେ ପଥର ଠାରୁ ଆହୁରି କଠିନ

ମୋର ଦୁର୍ଭାଗ୍ୟ ଯାହାକୁ ଦେଖିଲି ତା ହୃଦୟ ଖାଲି ପଥର ।।

( ଧରିତ୍ରୀ )


Rate this content
Log in