Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SumanKalyan Dash

Thriller

5.0  

SumanKalyan Dash

Thriller

କଣ୍ଢେଇ

କଣ୍ଢେଇ

1 min
551


ଏକା ଚାଲୁଥିଲା ଆଦି, କଲେଜ ରୋଡ୍ ରେ

ଜିଜ୍ଞାସା ସହ ସଂଶୟ ବି ଥିଲା ମନ ଭିତରେ ।

ହଠାତ୍ କିଏ ଆବାଜ ଦେଲା, କୋହଭରା

ଛୋଟ ଶିଶୁଟି ଜରାଜୀର୍ଣ୍ଣ ପୋଷକ ପିନ୍ଧା ।

କିଛି ଖାଇବୁ କି ବୋଲି ପ୍ରଶ୍ନ କଲା ଆଦି

ମୋମୋ,ଫାଷ୍ଟଫୁଡ୍ ସାମ୍ନାରେ 

ଛୁଆଟିର ମୁହଁ ଖୋଲନ୍ତା କେମିତି ।

କିନ୍ତୁ ଆଦି ସେତେବେଳେ ଅବାକ୍ ହେଲା

ଯେତେବେଳେ ଖାଇବା ବଦଳରେ 

କଣ୍ଢେଇଟେ ମାଗିଲା।

ଭୋକିଲା ପେଟ ବି 

ଶୈଶବକୁ ଜୀଇଁବାକୁ ଚାହୁଁଥିଲା

ହେଲେ ଆଦି ବୁଝିନଥିଲା

ଦୁଇପଦ ଗାଲି ଦେଇ ସେଠୁ ଚାଲିଗଲା।


Rate this content
Log in

Similar oriya poem from Thriller