Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bichitra Dash

Thriller

3  

Bichitra Dash

Thriller

ପ୍ରେମ

ପ୍ରେମ

1 min
6.8K


ପ୍ରେମ

ପ୍ରେମ ସତରେ କେତେ

ନିର୍ବୋଧ ନିରୀହ

ନିରୁପାୟ ନିଃସହାୟ !


କିଏ ସେ କାହିଁକି

କେଜାଣି କେମିତି

ରଚିଯାଏ ଚକ୍ରାନ୍ତର ଚକ୍ରବ୍ୟୁହ

ସୁନ୍ଦର ଷଡଯନ୍ତ୍ର

ଅବୋଧ ଅଭିମନ୍ୟୁକୁ

ଜଣାନଥାଏ ମୁକୁଳିବାର ମନ୍ତ୍ର

ଜୀବନ ଇ ମୃତ୍ୟୁ ବତ୍ ।


ପ୍ରେମ

ଅନ୍ଧ : ଅନ୍ଧାରିମୁଲକ ଗୀତ

ଆତ୍ମାର ଅନ୍ତର୍ଦାହ

ଖୋଜେ ଭିନ୍ନ ପରିଚୟ ।।


Rate this content
Log in

More oriya poem from Bichitra Dash

Similar oriya poem from Thriller