Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Booloo Hota

Others

2  

Booloo Hota

Others

ତିନି ପାହାଚ

ତିନି ପାହାଚ

1 min
6.9K


ତିନି ପାହାଚ

                                                      -ବୁଲୁ ହୋତା-

ଓଃ କି ସୁନ୍ଦର

 କହୁଥିଲା ଛୋଟ ମଣିଷ ଜଣେ

ସଂସାର  ମିଛ ଆଉ ମିଛ ର ପଣେ (ମୋ ପ୍ରିୟା) ! ୧ !

ଏଣୁ ତୁମେ

ପରୀରାଇଜର ରାଣୀପକ୍ଷୀ ହୁଅ

ମୁଁ ଗଛ , ତୁମରି ପ୍ରିୟ

ଆନନ୍ଦରେ ବସି ଡେଣା ହୋଲାଇବ

କଥା ରହିଯିବ ପଛ (ମିଳନ )  ! ୨ !

 

ଦୁଖଃ ବୋଲି ତୁମେ ଯାହାକୁ କହୁଛ

ସେତ ନିତି ମୋରି ସାଥି

ସୁଖ ବୋଲି ଯାକୁ ଜାବୁଡି ଧରିଛ

କାନ୍ଦେ ହୃଦୟ ତଳର ତାତି ( ଯନ୍ତ୍ରଣା )! ୩ !

କି ଜୀବନ

 କହୁଥିଲା ଛୋଟ ମଣିଷ ଜଣେ !!!

 

                                  -ସଦସ୍ୟ,ଓଡିଶା ସାହିତ୍ୟ ଅକାଦେମି,ନବରଙ୍ଗପୁର-


Rate this content
Log in