Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତିନି ପାହାଚ
ତିନି ପାହାଚ
★★★★★

© Booloo Hota

Others

1 Minutes   6.9K    7


Content Ranking

ତିନି ପାହାଚ

                                                      -ବୁଲୁ ହୋତା-

ଓଃ କି ସୁନ୍ଦର

 କହୁଥିଲା ଛୋଟ ମଣିଷ ଜଣେ

ସଂସାର  ମିଛ ଆଉ ମିଛ ର ପଣେ (ମୋ ପ୍ରିୟା) ! ୧ !

ଏଣୁ ତୁମେ

ପରୀରାଇଜର ରାଣୀପକ୍ଷୀ ହୁଅ

ମୁଁ ଗଛ , ତୁମରି ପ୍ରିୟ

ଆନନ୍ଦରେ ବସି ଡେଣା ହୋଲାଇବ

କଥା ରହିଯିବ ପଛ (ମିଳନ )  ! ୨ !

 

ଦୁଖଃ ବୋଲି ତୁମେ ଯାହାକୁ କହୁଛ

ସେତ ନିତି ମୋରି ସାଥି

ସୁଖ ବୋଲି ଯାକୁ ଜାବୁଡି ଧରିଛ

କାନ୍ଦେ ହୃଦୟ ତଳର ତାତି ( ଯନ୍ତ୍ରଣା )! ୩ !

କି ଜୀବନ

 କହୁଥିଲା ଛୋଟ ମଣିଷ ଜଣେ !!!

 

                                  -ସଦସ୍ୟ,ଓଡିଶା ସାହିତ୍ୟ ଅକାଦେମି,ନବରଙ୍ଗପୁର-

ତିନି ପାହାଚ

Rate the content


Originality
Flow
Language
Cover design

Comments

Post

Some text some message..