ସ୍ୟାହୀ
ସ୍ୟାହୀ
1 min
178
"ସ୍ୟାହୀ ନ ଥିବାରୁ ଆଖିର ଲୁହକୁ
ଦେଲି କଲମରେ ଭରି
ଲେଖି ଦେଇ ଥିଲି ଭଙ୍ଗାମନ କଥା
ଛାତିକୁ ପଥର କରି
କିନ୍ତୁ
ହସି ହସି ତୁମେ ଚିଠି ନ ପଢି
କାହିଁ ପାଇଁ ଦେଲ ଚରି ।"