କାଳିଆ ସାଆନ୍ତ (ଭାଗ ୪୨)
କାଳିଆ ସାଆନ୍ତ (ଭାଗ ୪୨)
1 min
137
ଦାସିଆ ଭାବିଲା ଦିନେ ନଡିଆଟେ ଦେବି
କାଣି କଉଡିଟେ ନାହିଁ' କିପରି ମୁଁ ଯିବି?
ପଂଚାନନ ଗୋସେଇଁଙ୍କୁ ଯାଇ ସେ କହିଲା
କାଳିଆ ସାଆନ୍ତ ପାଇଁ ଶ୍ରୀଫଳ ଯେ ଦେଲା
ଗରୁଡ ସ୍ତମ୍ବ ପଛରେ ଗୋସେଇଁ ରହିଲେ
ମହାଭୂଜ ଲମ୍ବିଆସି ନଡିଆକୁ ନେଲେ
********
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ -ମାଟିର ମହକ
ସାକ୍ଷିଗୋପାଳ ପୁରୀ
+++++++++++++++++