Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Abstract

2  

Tapan Dixit

Abstract

ମୃତ୍ୟୁ ରୂପସୀ

ମୃତ୍ୟୁ ରୂପସୀ

1 min
6.7K


କିଏ ଜାଣେ କେବେ ମୃତ୍ୟୁ ରୂପସୀ 

ଅଭିସାର ଥିବ ରଚି 

ମଧୁ ଯାମିନୀର ଶେଯ ସାଜିଥିବ 

ଗୋଲାପ ଅତର ଛିଞ୍ଚି,

ତୃଷ୍ଣାତ ମେଣ୍ଟିନି କଣ୍ଠରୁ ମୋର 

ଢାଳିଦିଅ ଆଉ କିଛି 

ଲେଉଟାଣୀ କଥା କିଏ ବା କହିବ 

କାଲିଟା ତ ପ୍ରଶ୍ନବାଚୀ ,

ଫେରିବାକୁ ହେବ ମଧୁ ଯାମିନୀକୁ 

ଶେଷ ଢ଼ୋକ ଅଛି ବାକୀ 

ଆଜି ପାଇଁ ମୋତେ ପିଇବାକୁ ଦିଅ 

ଶେଷ ଛଲକଟା ସାକୀ.... ।।

ତପନ ଦୀକ୍ଷିତ(ବେଳାଭୂମି)


Rate this content
Log in

Similar oriya poem from Abstract