Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ତୁମକୁ ମୁଁ ଭଲପାଏ

ତୁମକୁ ମୁଁ ଭଲପାଏ

1 min
447


ଦୁରେଇ ଯାଅନି ତୁମେ

ତୁମକୁ ମୁଁ ଭଲପାଏ

ତୁମ କଥା ତୁମ ହସ ତୁମ ସ୍ମୃତି

ତୁମ ସବୁକିଛି......

ନିବିଡ଼ ପ୍ରେମର ବନ୍ଧନରେ ମୋତେ ଛନ୍ଦିଦିଏ

ତୁମକୁ ମୁଁ ଭଲପାଏ.........

ତୁମ ସ୍ନେହ ଭୁଲାଇ ଦିଏ

ଦୁଃଖ ବେଦନା

ତୁମ ନିବିଡ଼ ପ୍ରେମରେ ହଜିଯାଏ

ମନର ତୃଷ୍ନା......

ତୁମେଥିଲେ ସବୁକିଛି ଲାଗେ

ଗୋଲାପର ବାସ୍ନା

ତୁମକୁ ମୁଁ ଭଲପାଏ.......

ମାପକାଠି ନାହିଁ ଏଠି

ମାପିବାର ପାଇଁ

ଆମେ ଦୁହେଁ ହଜିଯିବା

ଚିରସାଥୀ ହୋଇ

ଆସ ପ୍ରିୟା ମୋର

ବାନ୍ଧି ହୋଇଯିବା

ତୁମକୁ ମୁଁ ଭଲପାଏ.......


ସୁକାନ୍ତି ହୋତା

ତାଳଚେର

7008819476


Rate this content
Log in