Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Romance

3  

ଓଡ଼ିଆ ଗଳ୍ପ ଓ କବିତା - ୨

Romance

ଫୁଲ ଆଉ ଫଗୁଣ

ଫୁଲ ଆଉ ଫଗୁଣ

1 min
6.9K




ସଂଭମ ନା ଆବେଗ,

କବିତା ବି କହିପାରିବିନି,

କାରଣ

ମନ ତୁମ ଭାବହୀନ

ସନ୍ଦେହାତ୍ମକ ଛାୟା କହିବ

ପ୍ରଜୁଯ୍ୟ କାରଣ

ଉତ୍ତପ୍ତ ବୈଶାଖୀରେ

ଦେଖିଯାଅ ଆଉ କୁହ

ସାରା ଜଗତ ବୁଲିଲି,

ଜାନୁ ! ତୁମ ଭଳି ସାଥୀ ଟିଏ

ପାଇଲି ନାହିଁ ଖୋଜି

ଆଗରୁ ତ ଥିଲ,ସଚିତ୍ର

ମନୋରମ କାହାଣୀ

ଆଜିକାଲି ହେଲଣି

ନିରବ ନିଶ୍ଚକ ଶିଳ୍ପୀକୃତି

ସନ୍ଧ୍ୟା ଆକାଶ

ବୋଧେ ଲାଗୁନି ଭଲ

ଢେର୍ ହେଲାଣି

ପଥରେ ପିଟିବା ମଥା,

ତଥାପି,

କଥା ନ ହେଲେ ଥରେ

ଏ ମନ ବୁଝେନା

ଦୁଇଟି ସମଭାପର୍ଣ୍ଣ ମନ

ଏକ ହୋଇ କାଟିପାରିଲେ ସିନା

ମିଳିବ ଜୀବନେ ପୂର୍ଣ୍ଣତା

ଅସମ୍ପୂର୍ଣ୍ଣ ନୁହେଁ କି ?


ଶ୍ରୀ ରାମପ୍ରାସାଦ ବିଷୋଇ


Rate this content
Log in