Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saswati Kar

Romance

2  

Saswati Kar

Romance

ହେ ଶିଳ୍ପୀ

ହେ ଶିଳ୍ପୀ

1 min
6.7K


ହେ ଶିଳ୍ପୀ..!!
ପାରୁଛ ଯଦି ମୋତେ ଗଢିଦିଅ
ନିଜ ଇଚ୍ଛାନୁସାରେ
ବିଶ୍ୱାସ ରଙ୍ଗରେ ରଂଗାଇଦିଅ
ମୋର ଆପାଦମସ୍ତକ 
ତୁମ ସ୍ପର୍ଶ ପାଇ ପାଲଟିଯିବି
ପାଷାଣରୁ ଅହଲ୍ୟା..
ଥରୁଟେ ମୋତେ ଜୀବନ୍ୟାସ ଦିଅ
କାଳାନ୍ତର ଯାଏଁ କେବଳ 
ତୁମର ହୋଇ ରହିବି..
ତୁମ କଳାର 
ଜୀବନ୍ତ ସାକ୍ଷୀ ହୋଇ..


Rate this content
Log in

More oriya poem from Saswati Kar

Similar oriya poem from Romance