Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Romance

2  

LAXMAN KUMAR BEHERA (ଯତି)

Romance

ସେ ମୋତେ ନୁହେଁ

ସେ ମୋତେ ନୁହେଁ

1 min
1.3K


ଆପଣାର ସାଜି ପ୍ରେମାତୁରେ ମଜି

ଯେ' ଅନ୍ଧାର ରାତିରେ ଆସିଥିଲା,

ତୁମକୁ ଗୋ ଭବେ ଭଲପାଏ ବୋଲି

ଅମୃତ ଅଧରେ ଭାଷୁଥିଲା ।

ଲୋକ ଦେଖାଣିଆ ହାଲୋ ହାୟ କରି

ଅବୁଝା ମନକୁ ତୋଷୁଥିଲା-ଉଷୁମ ମିଶା କଥା କହୁଥିଲା,

ପଛେ ବୁଝିଲି !!!

ସେ ମୋତେ ତା' ସ୍ଵାର୍ଥ ପାଇଁ ଭଲ ପାଉଥିଲା •••


କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)


Rate this content
Log in

Similar oriya poem from Romance