Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Abstract

1  

Raja Sekhar CH V

Abstract

କାହାକୁ ଜଣାଇବା ବ୍ୟଥା

କାହାକୁ ଜଣାଇବା ବ୍ୟଥା

1 min
353


ଖସି ଖସିକି ଯାଉଛି ସୁଦୃଢ଼ ଅର୍ଥବ୍ୟବସ୍ଥା,

ଜଳି ଜଳି ଯାଉଛି ରାଷ୍ଟ୍ରର ଶାନ୍ତି ବ୍ୟବସ୍ଥା,

କେଉଁଠି କାହାକୁ ଜଣାଇବା ନିଜର ବ୍ୟଥା,

ଦ୍ରୁତଗତିରେ ଯାଉଛି ସଂସ୍ଥାନଙ୍କ ପ୍ରତି ଆସ୍ଥା


ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ହେଲାଣି କ୍ଳେଶକର,

ମୁଦ୍ରାସ୍ଫୀତି ମହଙ୍ଗା ଦରରୁ କ୍ରୟ ହେଲାଣି ଦୁଷ୍କର,

ଗଣତାନ୍ତ୍ରିକ ମୂଲ୍ୟର ହ୍ରାସ ହେଲାଣି ବହୁ କଷ୍ଟକର,

ଶାସନର ଏକାଧିପତ୍ୟ ଆଚରଣ ହେଲାଣି ଭୟଙ୍କର



Rate this content
Log in