Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ମଲ୍

ମଲ୍

1 min
6.3K


ମଲ୍

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ମଲ୍ - ନୂଆ ଯୁଗର ଫ୍ରୀ କଲ୍

ଛୋଟବଡ଼ ଷ୍ଟଲ୍, ଡିସ୍କୋ ହଲ୍

ଉପରେ ହୋଟେଲ୍, ସିନେମା ହଲ୍

ଚତୁଃପାର୍ଶ୍ଵେ ଲାଇଟ୍ ରେ ଝଲ୍ ମଲ୍

ମଧୁର ସଂଗୀତର ସ୍ନୋ-ଫଲ୍

ମାଳମାଳ ପ୍ରଜାପତି ବେବିଡଲ୍

ପ୍ରେମିକମାନଙ୍କର ରସିକ ରୋଲ୍

ନାଚୁଛନ୍ତି ଗାଉଛନ୍ତି ଗୋଲ୍ ଗୋଲ୍

କିସ୍ ରେ ହେଉଛି ହେଭି ରେନ୍-ଫଲ୍

ସାମନାରେ ଅଛି ଟି’ ଷ୍ଟଲ୍

ବୁଢ଼ାବୁଢ଼ୀ କହୁଛନ୍ତି ମନର ହାଲ୍,

୨ୟ ମହଲାରେ ପ୍ରଚଣ୍ଡ କୋଳାହଳ

ନୂଆ ଷ୍ଟଲ୍ ଆଗରେ ସମସ୍ତେ ପାଗଳ,

ଲାଗିଛି ନରନାରୀଙ୍କ ଭିଡ଼ ଜବର

ଇସ୍ତ୍ରୀ ବଦଳରେ ସ୍ତ୍ରୀର ଭୁଲ୍ ଇସ୍ତାହାର

ଧନ୍ୟ ଏ ଯୁଗର ସ୍ୱାମୀ-ସ୍ତ୍ରୀର ମ୍ୟାଟର

ମୌକା ମିଳିଲେ କ୍ଲୋଜ୍ ଚାପ୍ଟର୍,

ସଂପର୍କ ବନ୍ଧନରେ ହୁଏନାହିଁ ଘାରି

ବିନା ଲାଇସେନ୍ସରେ କଂଟ୍ରାକ୍ଟରୀ

ଆଧୁନିକତାର ଏହା ଓପନ୍ ଷ୍ଟୋରୀ,

ବାହାର ଷ୍ଟଲ୍ ରେ ଗ୍ରାହକଙ୍କ ଫ୍ରୀ ଫଲ୍

ଯେବେଠୁ ଆସିଛି ନୂଆ ଯୁଗର ମଲ୍ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy