ବୋଉ..
ବୋଉ..
1 min
6.7K
ବୋଉ ସିନା ମୋତେ ଛାଡି ଚାଲିଗଲା
ଝୁରିବାକୁ ସବୁ ଦିନ
ହେଲେ ମୋତେ ଯାହା ଦେଇଗଲା ତାହା
ପାଇବା ବଡ କଠିନ
ମୋତେ ଯଦି କେହି ବିଶ୍ୱାସ କରୁଛ
ପାଉଅଛ ସତେ ଭଲ
ହେଳା କରିବନି କେବେ ହୃଦୟରୁ
ତାର ମହିମା ଅମୂଲ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©