Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁସ୍ଥ ପରିବେଶ
ସୁସ୍ଥ ପରିବେଶ
★★★★★

© Sanjay Kumar

Inspirational Others

1 Minutes   6.6K    7


Content Ranking

ସବୁଜ ସୁନ୍ଦର

ରଖିବା ପରିଷ୍କାର

ଆମ ଘର ଆମ ପରିବେଶ ।

ସୁସ୍ଥ ଅମ୍ଳଜାନ

ଶାନ୍ତ ରହିବ ମନ

ପାଖେ ନପଶିବେ ମଶା ଡାଆଁଶ ॥

ନେଳିଆ ହଳଦିଆ

ଲାଲ ରଙ୍ଗ ଦିଆ

ରଖିବା ତିନୋଟି ଅଳିଆ ବାକସ ।

ବଳକା ଭୋଜନ

ଜରି ପଲିଥିନ

ଅଲଗା ପକାଇବା,

କାଗଜ ପରି ଜନିଷ ॥

ବୃକ୍ଷ ରୋପଣ

ବର୍ଷାର କାରଣ

ପୁଣି ଥଣ୍ଡା ରଖେ ବାୟୁ ମଣ୍ଡଳ ।

ସ୍ଵଚ୍ଛ ଭାରତ

ହେଉ ମଳ ମୁକ୍ତ

ଏଠି ସେଠି ନପଡ଼ୁ ଡବା କି ଖୋଳ ॥

ନହେଉ ଧୂମପାନ

କାଷ୍ଠ ଦହନ

ହ୍ରାସ ହେଉ ଏସବୁ ବ୍ୟବହାର ।

ବଢ଼ିବ କାର୍ବନ

ହେବ ବିଶ୍ଵ ତାପନ

ଦିଶେ ଭବିଷ୍ୟତ ପୁରା ଅନ୍ଧକାର ॥

ସବୁଜ ପରିବେଶ ପରିଷ୍କାର

Rate the content


Originality
Flow
Language
Cover design

Comments

Post


Some text some message..