Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Inspirational Others

2.5  

Sanjay Kumar

Inspirational Others

ସୁସ୍ଥ ପରିବେଶ

ସୁସ୍ଥ ପରିବେଶ

1 min
6.9K


ସବୁଜ ସୁନ୍ଦର

ରଖିବା ପରିଷ୍କାର

ଆମ ଘର ଆମ ପରିବେଶ ।

ସୁସ୍ଥ ଅମ୍ଳଜାନ

ଶାନ୍ତ ରହିବ ମନ

ପାଖେ ନପଶିବେ ମଶା ଡାଆଁଶ ॥

ନେଳିଆ ହଳଦିଆ

ଲାଲ ରଙ୍ଗ ଦିଆ

ରଖିବା ତିନୋଟି ଅଳିଆ ବାକସ ।

ବଳକା ଭୋଜନ

ଜରି ପଲିଥିନ

ଅଲଗା ପକାଇବା,

କାଗଜ ପରି ଜନିଷ ॥

ବୃକ୍ଷ ରୋପଣ

ବର୍ଷାର କାରଣ

ପୁଣି ଥଣ୍ଡା ରଖେ ବାୟୁ ମଣ୍ଡଳ ।

ସ୍ଵଚ୍ଛ ଭାରତ

ହେଉ ମଳ ମୁକ୍ତ

ଏଠି ସେଠି ନପଡ଼ୁ ଡବା କି ଖୋଳ ॥

ନହେଉ ଧୂମପାନ

କାଷ୍ଠ ଦହନ

ହ୍ରାସ ହେଉ ଏସବୁ ବ୍ୟବହାର ।

ବଢ଼ିବ କାର୍ବନ

ହେବ ବିଶ୍ଵ ତାପନ

ଦିଶେ ଭବିଷ୍ୟତ ପୁରା ଅନ୍ଧକାର ॥


Rate this content
Log in

Similar oriya poem from Inspirational