✿ନୂଆବର୍ଷ ✿
✿ନୂଆବର୍ଷ ✿
1 min
1.2K
✿ନୂଆବର୍ଷ ✿
ନୂଆବର୍ଷ ବୋଲି ,
ଜୋର୍ କରି ଭୁଲୁଥିଲି ଅତୀତ ।
ଯାଉଯାଉ ସେ ଅତୀତ -
ଛିଗୁଲାଇ କହିଗଲା,
ମୋ' ବର୍ତ୍ତମାନର ଭବିଷ୍ୟତ ।।
- ଅମୀୟ
✿✿✿