Quotes New

Audio

Forum

Read

Contests


Write

Sign in
Wohoo!,
Dear user,
BARSHAA BHAABANAA 
ବର୍ଷା ଭାଵନା
BARSHAA BHAABANAA ବର୍ଷା ଭାଵନା
★★★★★

© Lalatendu Kabi

Others

1 Minutes   13.3K    3


Content Ranking

ବର୍ଷା ଭାବନା

 

ପରିଧିରେ ଧୀରେ ଧୀରେ ବାରିଧର ଧାରା

ଝରାଏ ରୁଧିର ଧାର ଉଦ୍ଧରିବ ଧରା ||-

 

ତଟିନୀର ନୀର ତୀର ତୀରଜ ତୁରଣ

ଉଲ୍ଲସିତ ଶୀତ ପାତେ ଶତ ଶିହରଣ ||-

 

ତପନ ବିଦାହେ ତ୍ରାତାତୁର ତରୀ ତୃଣ

ଶୂଥଶ୍ରାନ୍ତ ବ୍ୟଥା ମିତ ବାତେ ପ୍ରଶମନ ||-

 

ଅବ୍ଦ ଅନ୍ତେ ଶବ୍ଦ ପାତେ ଜଳଦନନ୍ଦିନୀ

ଉଗ୍ର ଗର୍ଜନେ ତର୍ଜନା ସର୍ଜେ ଉନ୍ମାଦିନୀ ||-

 

ତେଜି ଦିଶା ଅନ୍ତ ଭୀମକାନ୍ତ ଦୂରବାସୀ

ପାଶେ ଆସି ସୁଧାରାଶି ଦିଅ ହେ ବରଷି ||-

 

ଲଲାଟେନ୍ଦୁ କବି      ୧୧--୨୦୧୬

ତେଜି ଦିଶା ଅନ୍ତ ଭୀମକାନ୍ତ ଦୂରବାସୀ ପାଶେ ଆସି ସୁଧାରାଶି ଦିଅ ହେ ବରଷି ||

Rate the content


Originality
Flow
Language
Cover design

Comments

Post

Some text some message..