Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

3  

Lalatendu Kabi

Others

BARSHAA BHAABANAA ବର୍ଷା ଭାଵନା

BARSHAA BHAABANAA ବର୍ଷା ଭାଵନା

1 min
13.4K


ବର୍ଷା ଭାବନା

 

ପରିଧିରେ ଧୀରେ ଧୀରେ ବାରିଧର ଧାରା

ଝରାଏ ରୁଧିର ଧାର ଉଦ୍ଧରିବ ଧରା ||-

 

ତଟିନୀର ନୀର ତୀର ତୀରଜ ତୁରଣ

ଉଲ୍ଲସିତ ଶୀତ ପାତେ ଶତ ଶିହରଣ ||-

 

ତପନ ବିଦାହେ ତ୍ରାତାତୁର ତରୀ ତୃଣ

ଶୂଥଶ୍ରାନ୍ତ ବ୍ୟଥା ମିତ ବାତେ ପ୍ରଶମନ ||-

 

ଅବ୍ଦ ଅନ୍ତେ ଶବ୍ଦ ପାତେ ଜଳଦନନ୍ଦିନୀ

ଉଗ୍ର ଗର୍ଜନେ ତର୍ଜନା ସର୍ଜେ ଉନ୍ମାଦିନୀ ||-

 

ତେଜି ଦିଶା ଅନ୍ତ ଭୀମକାନ୍ତ ଦୂରବାସୀ

ପାଶେ ଆସି ସୁଧାରାଶି ଦିଅ ହେ ବରଷି ||-

 

ଲଲାଟେନ୍ଦୁ କବି      ୧୧--୨୦୧୬


Rate this content
Log in