ପ୍ରେମର ଶେଷ ସୀମା
ପ୍ରେମର ଶେଷ ସୀମା
1 min
6.8K
ଏ ହୃଦୟ କହେ
ତୁମେ ମୋ ପ୍ରେମିକା
ମାଗିଥିଲି ଟିକିଏ ବିନ୍ଦୁ
ଦେଇଦେଲ ସାତସିନ୍ଧୁ
ତୁମପାଇଁ ଜୀବନ ହେଲା ଖୁସି ଭରା
ତୁମେ ମୋ ଜୀବନଠାରୁ ଅଧିକା
ତୁମପାଇଁ ଲେଖଛି କେତେ ଯେ କବିତା
ନାହିଁ କେବେ ତାର ଶେଷ ସୀମା......
ପ୍ରମିଳା ସାହୁ...