Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Tragedy

2  

Ram Prasad Bisoi

Tragedy

ସ୍ମୃତି ଏକ ରୂପା ଜହ୍ନ-୩

ସ୍ମୃତି ଏକ ରୂପା ଜହ୍ନ-୩

1 min
6.5K


ସ୍ମୃତି------------------।

ତମ ଚେହେରା ଦେଖିଛି

ଛବି ରେ

କଣ୍ଠ ସ୍ୱର ଶୁଣିନିତ କେବେ !

କିନ୍ତୁ ହେଇଛି କଥା ଅନେକ ଥର,

ଉଡି ଗଲ ପକ୍ଷୀଟିଏ

ହୋଇ ଅନେକ ଦୂର,

କରି ସାଥି

ସମୟର ଭସା ବାଦଲ,

ନୀରବରେ

କାନ୍ଦି ସହିଛ କେତେ କଷଣ,

ଆଖି ବୁଜିଲେ ତମେ

ଆଖି ଖୋଲିଲେ ଟମେ,

କାହାକୁ କହିବି ମନକଥା,

ଶେଷରେ

ତମେ ହସି କହିଲ

ଏତିକି,

ଯିବିନି ଛାଡି ତୁମକୁ କେବେ

କି ? ଅବା

ପ୍ରୟୋଜନ ପ୍ରବାସୀ ହେବା ,

ତମ ଭଲ ପାଇବା

ଆଗରେ

ହାରିଗଲି ମାନସ ମୋର,

ତୁମ ବିନା

ମୁଁ ଛାଡି ଦେବି ପଛେ

ଏ ସଂସାର ,

ତମେ ମୋର

ଇହକାଳ, ପରକାଳ ଦେବତା,

ସ୍ମୃତି ତମେ ମୋ ରୂପା ଜହ୍ନ ।


ରାମ ପ୍ରସାଦ ବିଶୋଇ ।

ରାୟଗଡା ।

ତା-୧୮-୦୫-୧୬ ।

ସମୟ-ରାତ୍ର-୯-୦୭ ମିନିଟ ।


Rate this content
Log in