Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

2  

Raja Sekhar CH V

Inspirational

ଦିନଚର୍ଯ୍ୟା ସାମଞ୍ଜସ୍ୟ

ଦିନଚର୍ଯ୍ୟା ସାମଞ୍ଜସ୍ୟ

1 min
88



ପ୍ରତି ବ୍ୟକ୍ତିଙ୍କ ଜୀବନ ରେ ଅଛି ନିର୍ଦ୍ଧାରିତ ଦିନଚର୍ଯ୍ୟା,

ପର୍ଯ୍ୟାୟ ପର୍ଯ୍ୟାୟ ରେ ସମୟାନୁସାର ଆଗକୁ ବଢେ ଏହି ଦିନଚର୍ଯ୍ୟା |୧|


ନିଜ ଆର୍ଥିକ ସମ୍ପତ୍ତି ହେତୁ ଉଚିତ ପଦବି ଆବଶ୍ୟକ,

ନିଜ ଶାରୀରିକ ସ୍ୱାସ୍ଥ୍ୟ ହେତୁ ବ୍ୟାୟାମ ଖେଳ ଅତ୍ୟାବଶ୍ୟକ |୨|


କାର୍ଯ୍ୟାଳୟ କୁ ଯିବା ଲାଗି ଦରକାର ଯେ ଶାସକୀୟ ବେଶଭୂଷା,

ଖେଳପଡ଼ିଆ କୁ ଯିବା ଲାଗି ଦରକାର ଯେ ଖେଳାଳି ବେଶଭୂଷା |୩|


ଏହି ଶରୀର ହେଉଛି ପ୍ରକୃତି ର ଉପହାର,

ଯଥାସମ୍ଭବ ପାଳିବା କ୍ରୀଡ଼ା ଓ କ୍ରୀଡ଼ାବିତ ର ସମାହାର |୪|


ଚାକିରି କାର୍ଯ୍ୟକୁଶଳତା ରୁ ମିଳି ପାରେ ଏକ ନିରୂପିତ ପାରିଶ୍ରମିକ,

ଖେଳ ଜଗତ ରେ ସିଦ୍ଧହସ୍ତତା ଉପାର୍ଜ୍ଜନ କରିଲେ ମିଳି ପାରେ ଉପାଧ‌ି ସୁନାମ ଅନେକ |୫|


ପେଲେ ହେଲେ ପାଦ ଖେଳିବା ଗୋଲକ ଖେଳ ରେ ବିଶ୍ୱପ୍ରସିଦ୍ଧ ଖେଳାଳି,

ମାରାଡୋନା ଥିଲେ ଏହିକ ଫୁଟବଲ ଖେଳ ରେ ଅନ୍ୟତମ ବିଶ୍ୱବିଖ୍ୟାତ ଖେଳାଳି |୬|


ଖେଳ ଓ ନିତ୍ୟକର୍ମ ରେ ରଖିବାର ଅଛି ସାମଞ୍ଜସ୍ୟ,

ସମୁଚିତ ସମୟ ରେ ଉଭୟ କାମ କରିବା ହେଉଛି ସୁଖୀ ଯେବଣ ର ରହସ୍ୟ |୭|


Rate this content
Log in

Similar oriya poem from Inspirational