ମୁକ୍ତ
ମୁକ୍ତ
ମୁକ୍ତ କରିଦିଅ ମୋତେ
ଚାଲିଯିବି ଆଜି ଚାଲିଯିବି ମୁଁ
ନିର୍ଜନତାର ପଥେ....||
ଖୋଜିବି ସେଇଠି ସତ୍ୟ ଅହିଂସା
ଶାନ୍ତି ବିଶ୍ୱାସ ଭଲପାଇବା
ସତଗୁଣ ଆଦି ଯେତେ...
ମୁକ୍ତ କରିଦିଅ ମୋତେ...||
ମୁକ୍ତ କରିଦିଅ ମୋତେ
ଚାଲିଯିବି ଆଜି ଚାଲିଯିବି ମୁଁ
ନିର୍ଜନତାର ପଥେ....||
ଖୋଜିବି ସେଇଠି ସତ୍ୟ ଅହିଂସା
ଶାନ୍ତି ବିଶ୍ୱାସ ଭଲପାଇବା
ସତଗୁଣ ଆଦି ଯେତେ...
ମୁକ୍ତ କରିଦିଅ ମୋତେ...||