ନିଜକୁ ନିଜେ ପଚାର ଥରେ
ନିଜକୁ ନିଜେ ପଚାର ଥରେ
ନିଜକୁ ନିଜେ ପଚାର ଥରେ
ଯୁବ ପିଢି ଯେତେ ଭାରତର
ତୁମେ ଭବିଷ୍ୟତ ନୁହଁ କି ଏ ଦେଶର
ପ୍ରଗତିଶୀଳ ଦେଶ ଗଢ଼ିବା
ଦାୟିତ୍ଵ ନୁହେଁ କି ତୁମର
କ୍ଷଣ ଅପଚୟ ନ କର
ସୁଦୀର୍ଘ ତୁମ ଜୀବନ ପଥ
ଚାଲିବାକୁ ହୁଅ ତତ୍ପର
ସତ୍ ପଥେ ହୁଅ ଅଗ୍ରସର
ଶାରିରୀକ ଶକ୍ତି ଅପାର
ବୁଦ୍ଧି ବିବେକରେ ଭର ପୁର୍
ଧର୍ଷଣ, ଲୁଣ୍ଠନ, ନିକୃଷ୍ଟ କର୍ମରେ
ନ ବଳାଇ ନିଜ ମନର
ସମୃଦ୍ଧିରେ ହୁଅ ଅଗ୍ରସର
ଏହା ନୂହେଁ କି ଜାତୀୟ କର୍ତ୍ତବ୍ୟ
ଭବିଷ୍ୟ ନାଗରିକର?
ନିଜକୁ ନିଜେ ପଚାର....