Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar Kabi

Inspirational

2  

Maheswar Kabi

Inspirational

ଶାସ୍ତ୍ରୀଙ୍କ ସ୍ଵପ୍ନ

ଶାସ୍ତ୍ରୀଙ୍କ ସ୍ଵପ୍ନ

1 min
6.5K


ସ୍ଵପ୍ନର ଭାରତ

ଗଢି ହେଲା ନାହିଁ

ଯାହା ତୁମେ ଭାବିଥିଲ ,

ଦେଶର ବାହାରେ        

ଦୁଷ୍ଟଶକ୍ତି ଦ୍ଵାରା             

ଭାରତରୁ ଚାଲିଗଲ ।

ଯେଉଁ ବଳ ଦ୍ଵାରା        

ତୁମେ ଜିଣିଥିଲ               

ଇଂରେଜଙ୍କ ସାମ୍ରାଜ୍ୟକୁ ,

ଆଜି ସେହି ବଳ          

ସବୁ ଭୁଲିଗଲେ             

ଭୁଲି ତୁମ ସାହାଯ୍ୟକୁ ।

କୋଟି ଜନତାଙ୍କ          

ହୃଦୟ ଠାକୁର             

ରହି ପାଉଅଛ ପୂଜା ,

ପରୋପକାରରେ         

ଜୀବନ ତୁମରି             

ହୋଇ ରହିଥିଲା ସଜା ।

ଭାରତ ମାତାର            

ହେ ବୀରପୁରୁଷ             

ତୁମେ ଯେ ଦିବ୍ୟସୁରୁଜ , 

ଆଲୋକ ରୂପକ         

ଏହି ସ୍ଵାଧିନତା

ଆଣିଲା ତୁମରି ତେଜ।


Rate this content
Log in

Similar oriya poem from Inspirational