Audio

Forum

Read

Contests

Language


Write

Sign in
Wohoo!,
Dear user,
ଶାସ୍ତ୍ରୀଙ୍କ ସ୍ଵପ୍ନ
ଶାସ୍ତ୍ରୀଙ୍କ ସ୍ଵପ୍ନ
★★★★★

© Maheswar Kabi

Inspirational

1 Minutes   6.4K    4


Content Ranking

ସ୍ଵପ୍ନର ଭାରତ

ଗଢି ହେଲା ନାହିଁ

ଯାହା ତୁମେ ଭାବିଥିଲ ,

ଦେଶର ବାହାରେ        

ଦୁଷ୍ଟଶକ୍ତି ଦ୍ଵାରା             

ଭାରତରୁ ଚାଲିଗଲ ।

ଯେଉଁ ବଳ ଦ୍ଵାରା        

ତୁମେ ଜିଣିଥିଲ               

ଇଂରେଜଙ୍କ ସାମ୍ରାଜ୍ୟକୁ ,

ଆଜି ସେହି ବଳ          

ସବୁ ଭୁଲିଗଲେ             

ଭୁଲି ତୁମ ସାହାଯ୍ୟକୁ ।

କୋଟି ଜନତାଙ୍କ          

ହୃଦୟ ଠାକୁର             

ରହି ପାଉଅଛ ପୂଜା ,

ପରୋପକାରରେ         

ଜୀବନ ତୁମରି             

ହୋଇ ରହିଥିଲା ସଜା ।

ଭାରତ ମାତାର            

ହେ ବୀରପୁରୁଷ             

ତୁମେ ଯେ ଦିବ୍ୟସୁରୁଜ , 

ଆଲୋକ ରୂପକ         

ଏହି ସ୍ଵାଧିନତା

ଆଣିଲା ତୁମରି ତେଜ।

ସ୍ଵପ୍ନର ଭାରତ ସାହାଯ୍ୟକୁ

Rate the content


Originality
Flow
Language
Cover design

Comments

Post


Some text some message..