Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୪୮

ଜୀବନ ଗୀତା- ୪୮

1 min
6.4K


ଜୀବନ ଗୀତା
 
ଜୀବନର ଯେତେ ଚିତ୍ର
ଲେଖିଲି କରି ମୁଁ ଗୀତ
ତଥାପି ସେ ସରେନାହିଁ
ପୃଥ୍ୱୀରୁ ଆକାଶ ବ୍ୟାପ୍ତ ॥୦॥
 
ସାତରଙ୍ଗ ଅଣ୍ଟେନାହିଁ
ଆଙ୍କିବାକୁ ଚିତ୍ର ଜୀବନର
ସାତସୂର ପାରେନାହିଁ
ଗାଇବାକୁ ଗୀତ ଜୀବନର
ସାତରଙ୍ଗ ସୂର ପରେ
ଅଷ୍ଟମରଙ୍ଗ ସୂରରେ
ଆଙ୍କେ ଗାଏ ଜୀବନର
ମହାସଙ୍ଗୀତ ॥୧॥
 
କେଜାଣି କାହିଁକି ଆଜି
ଜୀବନର ଶ୍ୟାମଳ ମାୟାରେ
ହୃଦୟ ମୋ ବିଗଳିତ
ବିଦାୟ ମୁଁ ମାଗି ତ ନପାରେ
କ୍ଷମାଦେବ ଭୁଲ୍ ଥିଲେ
ଜୀବନକୁ ବୁଝିବାରେ
ଭଲପାଇବାରୁ କର
ନାହିଁ ବଞ୍ଚିତ ॥୨॥


Rate this content
Log in