Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୦୮

ଜୀବନ ଗୀତା-୨୦୮

1 min
13.2K


ଜୀବନ ଗୀତା-୨୦୮

ଗୀତା ଷଡ଼ଙ୍ଗୀ 

ଜୀବନେ ଚଢା-ଉତରା
ଚାଲିଥାଏ ସବୁବେଳେ,
ଭାବପ୍ରବଣ ମନଟା
ଭାସିଯାଏ ବେଳେବେଳେ ॥୦॥

ଜୀବନ-ମାଟିରେ ବଢେ
ଗଛ ଦୁଇଗୋଟି,
ଦୁଃଖସବୁ ଫୁଲ ହୋଇ
ଫୁଟୁଥାଏ ନିତି,
ସୁଖଫୁଲ ଫୁଟିଥାଏ
ସିନା ଅକାଳେ ସକାଳେ ॥୧॥

ଅବରୁଦ୍ଧ ଅଭିମାନ
ଚାପିହୋଇହୋଇ,
ଫାଟିଯିବ ଯେଉଁଦିନ
ବୋମାଟିଏ ହୋଇ
ପାର ପାଇବେନି କେହି,
ତା'ଠାରୁ ତ ସେତେବେଳେ ॥୨॥

*****


Rate this content
Log in