Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୨୦୮
ଜୀବନ ଗୀତା-୨୦୮
★★★★★

© Geeta Sarangi

Others

1 Minutes   13.1K    8


Content Ranking

ଜୀବନ ଗୀତା-୨୦୮

ଗୀତା ଷଡ଼ଙ୍ଗୀ 

ଜୀବନେ ଚଢା-ଉତରା
ଚାଲିଥାଏ ସବୁବେଳେ,
ଭାବପ୍ରବଣ ମନଟା
ଭାସିଯାଏ ବେଳେବେଳେ ॥୦॥

ଜୀବନ-ମାଟିରେ ବଢେ
ଗଛ ଦୁଇଗୋଟି,
ଦୁଃଖସବୁ ଫୁଲ ହୋଇ
ଫୁଟୁଥାଏ ନିତି,
ସୁଖଫୁଲ ଫୁଟିଥାଏ
ସିନା ଅକାଳେ ସକାଳେ ॥୧॥

ଅବରୁଦ୍ଧ ଅଭିମାନ
ଚାପିହୋଇହୋଇ,
ଫାଟିଯିବ ଯେଉଁଦିନ
ବୋମାଟିଏ ହୋଇ
ପାର ପାଇବେନି କେହି,
ତା'ଠାରୁ ତ ସେତେବେଳେ ॥୨॥

*****

ଜୀବନ ଗୀତା-୨୦୮

Rate the content


Originality
Flow
Language
Cover design

Comments

Post


Some text some message..