Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Tragedy

2  

Dr. Diptiranjan Behera

Tragedy

ପ୍ରିୟା

ପ୍ରିୟା

1 min
6.6K


ଶ୍ରାବଣ ଆସିଛି ହେଲେ, ଶ୍ରାବଣୀ ତ ନାହିଁ

ଝୁରେ ଖାଲି ଏ ମନ, ମୋ ପ୍ରିୟା ପାଇଁ ||


ସାଇତି ରଖିଛି ପ୍ରିୟା, ଗୋଟିଗୋଟି ତୋ ସ୍ମୃତି ସବୁ

ଫେରି ଆସି କାଳେ କେବେ, ପଚାରି ତୁ ଦେବୁ ||


ଭାବିଲୁନି ଗଲାବେଳେ, ଥରୁଟିଏ ପାଇଁ

ତୋ ବିନା ମୁଁ ପ୍ରିୟା, ବଞ୍ଚିବିକି ନାଇଁ ||


ଗଲୁ ଯଦି ଯା ପ୍ରିୟା, ଦୁଃଖ ନାହିଁ ମୋର

ଯଦି କେବେ ଫେରିଆସୁ, ଥିବିହୋଇ ତୋର ||


------


ଦିପ୍ତିରଞ୍ଜନ ବେହେରା

(ବେଣ୍ଟପଦା, ଆଠଗଡ, କଟକ, Email: diptiranjan_behera@yahoo.com)


Rate this content
Log in

Similar oriya poem from Tragedy